ତାଇଓ୍ବାନରେ ହାଇଆଲର୍ଟ: ଅନୁପ୍ରବେଶ କଲେ ୧୮ଟି ଚୀନ ଲଢୁଆ ବିମାନ

ତାଇପେଇ : ତାଇଓ୍ବାନ ଓ ଚୀନ ମଧ୍ୟରେ ପୁଣି ଉତ୍ତେଜନା ଦେଖାଦେଇଛି। ଚୀନର କେତେକ ଲଢୁଆ ବିମାନ ପୁଣି ଥରେ ତାଇଓ୍ବାନର ଏୟାର ଡିଫେନ୍ସ ସୀମା ମଧ୍ୟରେ ଅନୁପ୍ରବେଶ କରିଛନ୍ତି। ତାଇଓ୍ବାନର ଏଫ-୧୬ ଲଢୁଆ ବିମାନ ଗୁଡ଼ିକ ଉଡ଼ାଣ ଭରି ଚେତାବନୀ ଦେବାପରେ ଚୀନ ବିମାନଗୁଡ଼ିକ ଫେରିଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପ୍ରାୟ ଶୁକ୍ରବାରଦିନ ୧୮ଟି ଚୀନ ଲଢୁଆ ବିମାନ ତାଇଓ୍ବାନ ବାୟୁ ପ୍ରତିରକ୍ଷା କ୍ଷେତ୍ର ମଧ୍ୟକୁ ଅନୁପ୍ରବେଶ କରିଥିଲେ। … Continue reading ତାଇଓ୍ବାନରେ ହାଇଆଲର୍ଟ: ଅନୁପ୍ରବେଶ କଲେ ୧୮ଟି ଚୀନ ଲଢୁଆ ବିମାନ